ରାଜନୀତି ଆଉ ଆମେ




 

 

 

-ତୁମେ ଆଉ ମୁଁ ,ଆମରି ନେଇ ରାଜନୀତି।ଆମରି ଘର ଏ ପୃଥିବୀରେ, ଆମେ ଯେ କେଇଟା ଦିନ ରହିବା, ସେଥିରେ କିଭଳିଆ ଆମ ଘର ସମ୍ଭାଳିବା…ଏଇତ ହେଲା ଜୀବନର ପ୍ରଶ୍ନ।  ଏହି ପ୍ରଶ୍ନ ନେଇ କେତେ ପାଟିଗୋଳ ବାଦବିସମ୍ବାଦର ଆବାଜ୍‌ ଆମ କାନରେ ନିତି ବାଜୁଛି। ୟାର ସମାଧାନ କରିବା ଅମେ, ଠିକ୍‌ ଓ ଭୁଲ୍‌ ବାଛିବା ଆମେ। ଆମରି ଉପରେ ନିର୍ଭର କରେ ଜୀବନର ସୁଖ ସ୍ବାଚ୍ଛନ୍ଦ୍ୟ, ଦୁଃଖ ଓ ଯନ୍ତ୍ରଣା । ବିଚାର କରିବା ଭାର ଯେଣୁ ଆମ ଉପରେ, କାହାର କ’ଣ କହିବାର ଅଛି ପ୍ରଥମେ ଶୁଣାଯାଉ। ଣୁଣିବାକୁ ସାବଧାନ-

 

 




+ -

© Jataayu Charitable Trust
Site designed,developed & maintained by Tekons